![]() |
CREDIT-WIKIPEDIA |
୧୮୦୯ ମସିହା ଫେବୃଆରୀ ୨୮ ତାରିଖ ରେ, ଓଡ଼ିଶା ର ସମ୍ବଲପୁର ଠାରେ ତାଙ୍କର ଜନ୍ମ। ନିଜର ସାହସିକତା ଓ ବିଚକ୍ଷଣ ବୁଦ୍ଧି ପାଇଁ ସେ ପରିଚିତ।
ଓଡ଼ିଶା ର ଅଧିକାଂଶ ଅଂଶ ଈଂରେଜ୍ ମାନଙ୍କ ଦ୍ଵାରା ଅଧିକୃତ ହେବା ପରେ ମଧ୍ୟ ପଶ୍ଚିମ ଓଡ଼ିଶା ବେଶ୍ କିଛି ସମୟ ପାଇଁ ସ୍ଵଧିନା ହୋଇ ହୋଇ ରହିଥିଲା। ଏହା ପଛରେ ହାତ ଥିଲା ଅନେକ ବୀର ଯୋଦ୍ଧା ମାନଙ୍କର। ଯଥା - ମାଧୋ ସିଂ, ଆଇରୀ ସିଂ, ବଇରୀ ସିଂ, ଉଦ୍ଦାନ୍ତ୍ ସାଏ, ଉଜ୍ଜଳ ସାଏ, ଖଗେଶ୍ବର ଦେଓ, କରୁଣାକର ସିଂ, କମଲ୍ ସିଂ, ହାତୀ ସିଂ, ଲୋକ ନାଥ ପଣ୍ଡା, ଜଗବନ୍ଧୁ ହୋତା, ପଦ୍ମନାଭ ଗୁରୁ, ତ୍ରିଲୋଚନ ପାଣିଗ୍ରାହୀ ଓ ଆହୁରି ଅନେକ ବୀର ସ୍ୱାଧୀନତା ସଂଗ୍ରାମୀ। ମାତ୍ର ଏହାର ମଙ୍ଗ ନେଇଥିଲେ ବୀର ସୁରେନ୍ଦ୍ର ସାଏ।
୧୮୮୪ ମସିହା ଜାନୁଆରୀ ୨୩ ତାରିଖ, ଆସିରଗଡ ଜେଲରେ ସେ ତାଙ୍କ ର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଓ ପ୍ରମାଣ ଦେଇ ଯାଇଥିଲେ ଓଡ଼ିଶା ର ଯୁଦ୍ଧ ଶକ୍ତିର।
0 Comments