HISTORY OF BAJI ROUT IN ODIA.

ଏ ହେଉଛନ୍ତି ବାଜି ରାଉତ---
Credit-Wikipedia
Credit-Wikipedia


                          
                      ୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖରେ, ଓଡ଼ିଶା ର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଠାରେ ତାଙ୍କର ଜନ୍ମ।
ଜଣେ ସାହାସୀ ବାଳକ ରୂପେ ସେ ପରିଚିତ।
                     
                         ୧୯୩୮ ମସିହା ଅକ୍ଟୋବର ୧୧ ତାରିଖ ରେ, ମାତ୍ର ୧୨ ବର୍ଷ ବୟସରେ ଇଂରେଜ ମାନଙ୍କ ଗୁଳି ରେ ତାଙ୍କର ମୃତ୍ୟୁ ହୋଇଥିଲା। 
                   
                          ଇଂରେଜ ମାନେ ନଦୀ ପାର ହେବା ପାଇଁ ଚାହୁଁ ଥିଲେ। ମାତ୍ର ସେମାନଙ୍କ ଆଗରେ ବାଧକ ସାଜିଲା ବ୍ରାହ୍ମଣୀ ନଦୀ। 
ନଦୀ ପାର ହେବା ପାଇଁ ଆବଶ୍ୟକ ପଡ଼ିଲା ଡଙ୍ଗା ଟିଏ। ଠିକ୍ ସେତିକି ବେଳେ ସେମାନେ ନଦୀ ମଝିରେ ଦେଖିଲେ ପିଲାଟିଏ ଡଙ୍ଗା ବାହୁ ଥିବାର। ସେ ଥିଲେ ବାଜି ରାଉତ। ଇଂରେଜ ମାନେ  ତାକୁ ଡାକ ପକାଇଲେ। ମାତ୍ର ବାଜି ଠିକ୍ ବୁଝି ପାରିଥିଲେ ଯେ ଯଦି ସିଏ ଇଂରେଜ ମାନଙ୍କୁ ନଦୀ ପାର କରାଇବେ ତେବେ ନଦୀ ସେପଟେ ଥିବା ଲୋକୋଙ୍କ ଜୀବନ ପ୍ରତି ବିପଦ ଅଛି। ତେଣୁ ସେ ଡଙ୍ଗା କୂଳକୁ ଆଣିଲେ ନାହିଁ। ଫଳ ରେ ଇଂରେଜ ମାନେ କ୍ରୋଧିତ ହୋଇ ବାଜି ଉପରକୁ ଗୁଳି ମାଡ କରିଥିଲେ। ସେହିଠାରେ ଟଳି ପଡ଼ିଥିଲେ ବାଜି।।

                           ମାତ୍ର ୧୨ ବର୍ଷ ବୟସ ରେ ତାଙ୍କ ର ଏପରି ବୀରତ୍ଵ ଓ ଉତ୍ସର୍ଗ ପାଇଁ ତାଙ୍କୁ ଭାରତ ର ଯୁବ ସହିଦ ରୂପେ ସମ୍ବୋଧନ କରାଗଲା।


      

Post a Comment

0 Comments