CREDIT-WIKIPEDIA |
୧୯୧୭ ନଭେମ୍ବର ୩ ତାରିଖ, ଓଡ଼ିଶା ର କଟକ ଜିଲ୍ଲା ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ କୋଳରେ ସେ ଜନ୍ମ ଗ୍ରହଣ କରିଥିଲେ। ଓ ବିବାହ କରିଥିଲେ ଶରତ ଚନ୍ଦ୍ର ମହାରଣା ଙ୍କୁ। ମାତ୍ର ୧୪ ବର୍ଷ ବୟସରୁ ହିଁ ସେ ସ୍ଵାଧୀନତା ସଂଗ୍ରାମ ରେ ଯୋଗ ଦେଇଥିଲେ।
ଜୀବନ କାଳ ମଧ୍ୟରେ ଅନେକ ଆନ୍ଦୋଳନ ରେ ରହିଥିଲା ତାଙ୍କର ଯୋଗଦାନ। ମାତ୍ର, ଭୂଦାନ ଆନ୍ଦୋଳନ ରେ ଯୋଗଦାନ ତାଙ୍କ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଥିଲା। ତାଙ୍କ ଜୀବନ ର ଅଧିକାଂଶ ସମୟ ସେ ଦେଶ ପାଇଁ ଉତ୍ସର୍ଗ କରିଥିଲେ ଫଳରେ ୨୦୧୨ ମସିହା ଅଗଷ୍ଟ ମାସ ୧୯ ତାରିଖ ରେ , କଟକ ଠାରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଦ୍ଵାରା ଅନୁଷ୍ଠିତ ସଭା ରେ "ମାନଦିଅ ସମ୍ମାନ" ରେ ଶ୍ରୀମତୀ ମହାରଣା ଙ୍କୁ ସମ୍ମାନୀତ କରାଗଲା।
୨୦୧୨ ମସିହା ଡିସେମ୍ବର ମାସ ୩୧ ତାରିଖ, ୯୫ ବର୍ଷ ବୟସ ରେ , କଟକ ସ୍ଥିତ ବାସ ଭବନରେ ବାର୍ଦ୍ଧକ୍ୟ ଗତ ମୃତ୍ୟୁ ବରଣ କଲେ ଶ୍ରୀମତୀ ମହାରଣା।
0 Comments